by Narayan chandra Senapati ✓ · 24 May 2019
ଜଙ୍ଗଲର ପଶୁପକ୍ଷୀମାନେ ପ୍ରକୃତରେ ଅନ୍ଧ ଆଉ ଅଜ୍ଞାନ । ଏ ସ୍ଥଳ ଭାଗରେ ସବୁଠାରୁ ବଡ଼ ଜୀବ ହେଉଛୁ ଆମେ ହାତୀ । ହାତୀ ରାଜା ନ ହୋଇ କାହିଁକି ସେ ଦରମଲା ସିଂହ ରାଜା ହେବ । ମାମା ତୁମେ ଆଜି ନିଷ୍ପତ୍ତି ନିଅ,ଜଙ୍ଗଲ ଜୀବଙ୍କୁ ଏ ବାର୍ତ୍ତା ପହଞ୍ଚାଅ ଆଜିଠାରୁ ଯେମିତି ହାତୀ ହେବ ରାଜା ।
Loading comments…
Loading comments…