by Akshay Ojha ✓ · 9 Aug 2017
ଅହ୍ୟରାଣୀ ହେଇ ଘରୁ ବାହାରିଗଲ । ମଶାଣିର ଚିତାରେ ଶୋଇଗଲ । ଗଲାବେଳେ ଥରେ ବୁଲି ଚାହିଁଲନି ମୋତେ । ମୁଁ ପଥର ହେଇ ଛିଡା ହେଇଥିଲି ତୁମେ ଜଳୁଥିବା ମଶାଣି ପଡିଆରେ । ମୁଁ ବାସ ଅପେକ୍ଷା କରିଛି, କାଳେ ପୁଣି ସାକ୍ଷତ ହେଇ ଯାଇପାରେ ମଲା ପରେ ...........
Loading comments…
Loading comments…