by Narayan chandra Senapati ✓ · 16 May 2019
ଏଇ ଭୂଇଁ ଯେମିତି କାନ୍ଦି କାନ୍ଦି କହୁଥିଲା ହେ ଶହୀଦ ମୋ ସନ୍ତାନ ଗଣ, ଶୋଇପଡ଼ରେ ମୋ କୋଳରେ ଚିରଦିନ ପାଇଁ।ଆଉ ତୁମକୁ କେହି ବି ଉଠାଇବେ ନାହିଁ କି ଆଘାତ ଦେଇପାରିବେ ନାହିଁ।
Loading comments…
Loading comments…