by Suchismita Sahoo ✓ · 26 Apr 2021
ନାଲି ରଙ୍ଗର ସେ ଶାଢ଼ୀ ସାଙ୍ଗକୁ ଭିଜା ଭିଜା ଖୋଲା ବାଳ, ଆଇନାରେ ମୋ ଚେହେରା ଦେଖି ମୁଁ ଲାଜେଇଗଲି, ସତରେ ମୁଁ କେତେ ସୁନ୍ଦର ଦେଖାଯାଉଛି। ଆଇନାରେ ନିଜକୁ ଦେଖି ଖୁସି ହେଉଥିବା ବେଳେ ହଠାତ ଆଇନାରେ ଦେଖିଲି ବୋଉର ପ୍ରତିବିମ୍ବ।
Loading comments…
Loading comments…