Loading…
ସେଦିନ ନନ୍ଦିକା ଓ ସୂର୍ଯ୍ୟକାନ୍ତଙ୍କର ସାମନ୍ୟ ଶିଷ୍ଟାଚାର ମୂଳକ ସାକ୍ଷାତକାର୍ ଓ ଆଳାପ ଆଲୋଚନାକୁ ଏମାନେ ଏମିତି ନାଟକୀୟ ଢଙ୍ଗରେ ସରପଞ୍ଚ ବାବୁଙ୍କ ଠାରେ ଉପସ୍ଥାପନ କଲେ ଯେ, ଯହିଁରୁ ସୃଷ୍ଟି ହେଲା ମହାଭାରତ। ସରପଞ୍ଚ ବାବୁ ରାଗିକି ଏକଦମ୍ ଖପ୍ପା ହେଲେ ଓ ତାଙ୍କ ଲୋକ ମାନଙ୍କୁ ପଠାଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରହାର କଲେ ଯେ
Comments
Loading comments…