by Kanan Bala Nayak ✓ · 17 Jun 2019
ଡକ୍ଟର, ନେହା ଆଡକୁ ଆଙ୍ଗୁଳି ଦେଖାଇ କହିଲେ ଧନ୍ୟବାଦ ଦେବାର ଅଛି ଯଦି ଏଇ ଭଦ୍ର ମହିଳା ଙ୍କୁ ଦିଅନ୍ତୁ । ଯିଏ ଖାଲି ଆଶୁତୋଷ ବାବୁଙ୍କୁ ଠିକ୍ ସମୟରେ ହସ୍ପିଟାଲ କୁ ଆଣି ନାହାଁନ୍ତି,ନିଜ ଦେହରୁ ବ୍ଲଡ୍ ଦେବା ସହିତ ଅପରେସନ ପାଇଁ ସମସ୍ତ ଫିସ୍ ମଧ୍ୟ ଡିପୋଜିଟ୍ କରିଛନ୍ତି ।
Loading comments…
Loading comments…