by Sambit Srikumar ✓ · 22 Sept 2020
ଚରମ ଉପଭୋକ୍ତାବାଦର ଯୁଗରେ ଆଉ କିଏ ବା ଚାହୁଁଛି କରିବାକୁ କଠିନ ପରିଶ୍ରମ । ସହଜ ଓ ସୁବିଧାରେ ରାତାରାତି ଧନବାନ ହେବାର ନିଶା ଘାରିଛି ସଭିଙ୍କୁ । ଧିରେ ଧିରେ ବଦଳିବାରେ ଲାଗିଛି ସିନ୍ଧୁରା ବସ୍ତିର ଚରିତ୍ର ।
Loading comments…
Comments
Loading comments…