by Rabinarayan Senapati ✓ · 10 Nov 2020
ମୋ ଶିକ୍ଷାର ମହତ୍ତ୍ୱ ସେମାନେ ବୁଝିଲେ । ମତେ ଆଉ ସେମାନେ ବିବାହର ପ୍ରସ୍ତାବ ଦେଇ ହରକତ କଲେ ନାହିଁ । ମତେ କେହି ମୋ ସ୍ୱାମୀ ଓ ରାଜୁଠାରୁ ଅଲଗା କରିପାରିବେ ନାହିଁ ।
Loading comments…
Loading comments…