by Soumya Shubhadarshinee ✓ · 30 Jun 2019
ଅସ୍ମି କ'ଣ କହିବେ ଭାବିପାରିଲେ ନାହିଁ । ମନ ପୁଣି ସତେଜ ହେଇଗଲା । ଉଡାଣ ଭରିଲା ନୂଆ ସମ୍ଭାବନା। ଚଳଚଞ୍ଚଳ ହେଇ ସେ ରିନିକୁ କହିଲେ , -- '' ରିନି , ଶୀଘ୍ର ବାହାର , ଆଉଟିଙ୍ଗ ପାଇଁ ଡେରି ହେଇଯାଉଛି ଯେ ।"
Loading comments…
Loading comments…