by Bidyut lata Mishra ✓ · 19 Mar 2020
ସନ୍ଧ୍ୟାରେ ଜୋର କରି ସ୍ନେହା ଶାଶୂ ଶଶୁର ଙ୍କୁ ଇଭିନିଂ ୱାକ୍ ରେ ପଠାଉଛି ।ଶ୍ୟାମ ବାବୁ ସରିତା ଙ୍କୁ ଦେଖି ହସି ଉଠି କୁହନ୍ତି ,"ତୁମ ମଡ଼ର୍ଣ ବୋହୁ ତୁମକୁ ବି ମଡ଼ର୍ଣ କରିଦେଲାନା?ସରିତା ଦେବୀ ମୁହଁ ତଳକୁ ପୋତି ହସିଦିଅନ୍ତି ଯାହା।
Loading comments…
Loading comments…