by Aparajita Mohanty ✓ · 28 Jul 2021
ପ୍ରାୟ ଅଧାଘଣ୍ଟା ପରେ ତା'ର ଫୋନ୍ ଆସିଲା। କହିଲା - ଅପା,କହୁଥିଲୁ ପରା ବୁଲି ଯାଇଥାନ୍ତୁ ? ଆଉ ହୋଟେଲ କି ମନ୍ଦିର ସବୁ ତ ବନ୍ଦ।ଯିବୁ ଯଦି ବାହାରେ ଡ଼୍ୟାମ ଆଡ଼େ ଯିବା।(ଆମ ଘର ପାଖରେ ଏକ picnic spot.)ତା କଥା ଶୁଣି ମନେ ମନେ ବହୁତ ଖୁସି ହ
Loading comments…
Loading comments…