by Biswanath Nayak ✓ · 28 Jan 2020
ଏତିକିବେଳେ ସୁମିତ୍ରା ଦେବୀ ଚନ୍ଦନ ବାବୁଙ୍କୁ କହିଲେ, ସନ୍ଧ୍ୟା ପାଖେଇ ଆସିଲାଣି। ଚାଲ ଯିବା। ହଉ, ତୁମେ ପିଣ୍ଟୁକୁ ଆଣି ଆସ। ମୁଁ ଆଗରେ ଗାଡ଼ି ପାଖକୁ ଯାଉଛି।
Loading comments…
Loading comments…