by Shibashis Padhee ✓ · 4 Jun 2019
ସେମାନେ ବି ଟିକିଏ ରାଗି ଯାଇଥିଲେ । ସେ ଭିତରୁ ଜଣେ ପ୍ରଶ୍ନ କଲେ- ଜାଗା ଦେବୁନି ଯା, ନ ଦେଲେ କଣ କରିବ ? ଉତ୍ତର ଦେବା ପାଇଁ ଟିକିଏ ଚିନ୍ତା କଲି ମୁଁ କାରଣ ଭୁଲ ଉତ୍ତର ବହୁତ ସମସ୍ୟା ବି ସୃଷ୍ଟି କରି ପାରେ । ବାହାର ଜାଗା ଏଣୁ ବହୁତ ଶାନ୍ତ ଭାବରେ ଉତ୍ତର ଦେଲି ମୁଁ ।
Loading comments…
Comments
Loading comments…