by Sujat Kumar Sahoo ✓ · 8 Jul 2019
ଶିଷ୍ୟ ମାନଙ୍କ ସହିତ ସନ୍ଥ ମହାତ୍ମା ଭୋଜନ ଗ୍ରହଣ କଲେ । ତନ୍ତି ମଧ୍ୟ ସେମାନଙ୍କ ନିକଟରେ ବସିଥାଏ । ଏହି ସମୟରେ ତନ୍ତି ଚିତ୍କାର କରି କହିଲା , ପଦ୍ମା ଅର୍ଣ୍ଣ ତ ଏତେ ଗରମ ମୁଁ କିପରି ଖାଇବି ? ବିନା ପ୍ରତିବାଦରେ ପଦ୍ମା ବିଞ୍ଚଣା ଟିଏ ଆଣି , ପଙ୍ଖା କରିବାକୁ ଲାଗିଲା ।
Loading comments…
Loading comments…