by Sunanda Mohanty ✓ · 19 Nov 2021
ପ୍ରଥମତଃ ସ୍ଵୟମ୍ବର ବେଳେ କର୍ଣ୍ଣଙ୍କୁ ଅପମାନିତ କରିବା, ଦ୍ୱିତୀୟତଃ କୁନ୍ତୀ ମାତାଙ୍କ କଥା ମାନି ପଞ୍ଚପତି ବରଣ କରିବା, ତୃତୀୟତଃ ନିଜ ବାସରେ ଦୁର୍ଯ୍ୟୋଧନଙ୍କୁ ଅନ୍ଧପୁତ୍ର କହି ତାତ୍ସଲ୍ୟ କରି ହସିବା l
Loading comments…
Loading comments…