Loading…
ଭଲ ହେଲା । ଶେଷ ଯାତ୍ରାରେ ତୁମକୁ ସାଥି ରୂପେ ପାଇଲି । ' ସରିତା କହିଲା । - ' ଜୀବନ ଯାତ୍ରାରେ ମୁଁ ତୁମ ସହିତ ଥିଲେ ଆହୁରି ଭଲ ହୋଇଥାନ୍ତା ନିଶ୍ଚୟ । ' ସୁମନ୍ତ କହିଲା । - ' ହଁ,ହୁଏ ତ । ' କହିଲା ସରିତା ।ଆନମନା ଦିଶିଲା । ଆଜି ବି ଝୁରୁଝୁରୁ ବର୍ଷା ହେଉଥିଲା । ଦୁହେଁ ସେଇଠିକି ଯାଉଥିଲେ, ଯେଉଁଠି ପହଞ୍ଚିଗଲେ ଆଉ ଫେରି ପାରେନାହିଁ ମଣିଷ ।
Comments
Loading comments…