by Writer Roja Panda ✓ · 29 Nov 2019
କିଛି କ୍ଷଣ ପାଇଁ ସେ ଭାବିଲା ଯୌତୁକ ଭଳି ସାଧାରଣ ଜିନିଷ ସାମ୍ନାରେ ତାପରି ଏକ ବାସ୍ତବ ଚରିତ୍ର କ'ଣ ଏତେ ମୂଲ୍ୟହୀନ ? ତାର ପାଠପଢା, ତାର ସଂସାର, ତାର ନୀତି,ଆଦର୍ଶ କ'ଣ ସବୁ ମୂଲ୍ୟହୀନ ଏଇ ଯୌତୁକ ସାମ୍ନାରେ ।
Loading comments…
Loading comments…