by Satyabati Swain ✓ · 16 Aug 2019
ଏବେ ପୁସ୍ତକ ଉନ୍ମୋଚନ ଗୋଟେ ବାଧ୍ୟ ମାନସିକତା ହୋଇଗଲାଣି । ଯଦି ଏବେ ପ୍ରାଚୀନ ପ୍ରସିଦ୍ଧି ପ୍ରାପ୍ତ କବି ମାନେ ଜନ୍ମ ନେଇଥାନ୍ତେ ବୋଧେ ସେମାନେ ବିଶିଷ୍ଟ କବି ଉପାଧିରେ ଭୂଷିତ ହୋଇନଥାନ୍ତେ । କାରଣ ସେମାନେ ବହି ଉନ୍ମୋଚନ ପରମ୍ପରା ଜାଣିନଥିଲେ ।
Loading comments…
Loading comments…