by Parameswar Ojha ✓ · 24 Jul 2019
କିନ୍ତୁ ସେ ଜାଣିନଥିଲା ତାକୁ ହତବାକ କରିଦେଲା ପରି ଦୃଶ୍ୟ ଟେ ଭିତରେ ଅପେକ୍ଷା କରିଛି ତାକୁ । ଶୋଭନ ସିନେମା କଣ ଦେଖିବ ସେଠି ଯାହା ଦେଖିଲା ତା ଛାତି ଫାଟିଗଲା ପରି ଲାଗିଲା । ତା ମୁହଁ ସାରା ଯେମିତି କେହି ଅପମାନ ର ଅଲିଭା କାଳି ବୋଳିଦେଲା ସବୁଦିନ ପାଇଁ ।
Loading comments…
Loading comments…