by Arundhati Senapati ✓ · 19 Mar 2020
ଉତ୍ତର ଆସେ ମୁଁ ନାରୀଟିଏ । ସୃଷ୍ଟି ମୁଁ ସ୍ରଷ୍ଟା ବି ମୁଁ, ହେଲେ ସତ୍ତା କାହିଁ ମୋର?? ଉତ୍ତର ଦିଅ ହେ ସମାଜରେ ନାରୀ ସୁରକ୍ଷା ପାଇଁ ଡିଣ୍ଡିମ ପିଟୁଥିବା ମାନବ ଗଣ ।
Loading comments…
Loading comments…