by Akshayakumar Dash ✓ · 18 Aug 2019
ଚିତ୍ରକାର ଆସି ଦେଖି ନିଜ ସାଧନାର ଅସମର୍ଥତା ବୋଲି ନିଜକୁ ଭାବି ମନଦୁଃଖ କଲେ ।ଜଣେ ସାଧୁ ସେଇବାଟ ଦେଇ ଯାଉଥିଲେ ।ସୁନ୍ଦର ଦୃଶ୍ୟକୁ ଦେଖି କଳାକାରଙ୍କୁ ତାରିଫ କଲେ ।ଚିତ୍ରକାର ମନଦୁଃଖରେ ସାଧୁଙ୍କୁ ସମସ୍ତ ବୃତାନ୍ତ କହିଲେ ।
Loading comments…
Loading comments…