by ayiswarya maharana ✓ · 11 Jan 2022
ଏ ସୃଷ୍ଟିର ଅଣୁ ଅଣୁରେ କେବଳ ମୁଁ ହିଁ ମୁଁ ରହିଛି। ମୁଁ ଚାହେଁ ସୃଷ୍ଟିର ପ୍ରତିଟି ସତ୍ତାକୁ କୋଳେଇ ନେବା ପାଇଁ। ତେଣୁ ଯେ ମୋତେ ଇଚ୍ଛା କରେ ମୁଁ ତାକୁ ସାଦରେ ଗ୍ରହଣ କରିନିଏ ଏବଂ ଦୁଷ୍ଟକୁ କଠୋର ଶାସନ ମାଧ୍ୟମରେ ମୋର କୋଳକୁ ନେଇ ଆସେ।
Loading comments…
Loading comments…