120Log inSign up

TASNEEM SULTANA LADLEE

Literary Colonel
2Followers
0Following
8Works

ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକିର ସାହି ଗ୍ରାମରେ ମୋର ଜନ୍ମ। ମୋର ୧୨୫ରୁ ଉର୍ଦ୍ଧ କ୍ଷୁଦ୍ରଗଳ୍ପ , କିଛି କବିତା ,ଷ୍ଟୋରି ମିରର୍ ,ଦୈନିକ ସମ୍ବାଦପତ୍ର ସମ୍ବାଦ, ସମାଜ,ଧରିତ୍ରୀ , ସକାଳ ଓ ପ୍ରମେୟର ଶିଶୁପୃଷ୍ଠାରେ ପ୍ରକାଶିତ ହୋଇଛି। ମାସିକ ଶିଶୁ କିଶୋର ପତ୍ରିକା 'କୁନିକଥା' ଓ ନାନାବାୟା ଶିଶୁ ପତ୍ରିକାରେ ଆମ୍ଭ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇଛି। ଆମ୍ଭ ପ୍ରଥମ ଗଳ୍ପ ସଂକଳନ 'ତସନିମ କାହାଣୀମାଳ'ର ୨ୟ ସଂସ୍କରଣ ଜୁଲାଇ ୨୦୨୨ରେ ମୁମ୍ବାଇର ଷ୍ଟୋରି ମିରର ଇନଫୋଟେକ ପ୍ରା.ଲିମିଟେଡ ଦ୍ୱାରା ଲୋକାର୍ପିତ ହୋଇଛି। ସମ୍ପ୍ରତି ମୁଁ ନେତ୍ରାନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ(ବିଜ୍ଞାନ) ଶ୍ରେଣୀରେ ଅଧ୍ୟୟନରତ।

No quotes yet.