Loading…
କବି ପରିଚୟ ନାମ-ରୀକ୍ଷିରାମ ମେହେର ପିତା-ନରେନ୍ଦ୍ର କୁମାର ମେହେର ଗ୍ରାମ-ସାନପୋଡାଗୁଡା ପୋଷ୍ଟ-ନିଗିଗୁଡ଼ା ଭୟା-ପାର୍ଲ, ଜିଲ୍ଲା-କଲହଣ୍ଡି,ଓଡ଼ିଶା, ପିନ-୭୬୬୧୦୩ ମୋବାଇଲ-୭୭୩୫୯୪୬୨୯୧ ପେସାରେ ମୁ ଜଣେ ରାଜ କାରୀଗର ମିସ୍ତ୍ରୀ, ପାଠ ପଢା ମୋ ଦନ୍ତେଶ୍ୱରୀ ସରକାରୀ ଉଚ୍ଚବିଦ୍ୟାଳୟ ବେହେରା କଳାହାଣ୍ଡି,୧୦ମ,ପ୍ରଥମ ସ୍ଥାନ, ଏବଂ ଲଖିରାମ ମହାବିଦ୍ୟାଳୟ ବେହେରା କଳାହାଣ୍ଡି,୩ୟ ସ୍ଥାନ, ମୁ ସପ୍ତମ ଶ୍ରେଣୀ ରୁ ହିଁ ଲେଖା ପ୍ରତି ରୁଚି ରହିଥିଲା, ଏମିତି ଲେଖା ଜାରି ଆଜି ପ୍ରଯ୍ୟନ୍ତ ରହିଛି, ମୁ ପ୍ରକୁତି, ସଚେତନତା, ଏବଂ, ନୀତି ଶିକ୍ଷା, ଜ୍ଞାନ ଦୃଷ୍ଟି କବିତା ଲେଖିବାକୁ ଭଲ ପାଏ, ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଉପସ୍ଥାପକ କାର୍ଯ୍ୟ କରେ
Series by this author live in the series section.