Loading…
ନାମ- ଅମିତାଭ ସାହୁ, ମାତା- ସୁବାସିନୀ ସାହୁ, ପିତା- ସୁଧିର ସାହୁ ରୁଚୀ- କବିତା, ଗଳ୍ପ ଓ ପ୍ରବନ୍ଧ ରଚନା କରିବା । ପ୍ରକାଶିତ- ସମାଜ, ସମ୍ବାଦ, ଧରିତ୍ରୀ, ପ୍ରମେୟ, ସର୍ବସାଧାରଣ, ଅନୁପମ ଭାରତ, ପ୍ରଗତିବାଦୀ, ଗୋପବନ୍ଧୁକଂ ସତ୍ୟବାଦୀ ଏବଂ ବହୁ ପତ୍ର ପତ୍ରିକାରେ ତିନି ଶହରୁ ଅଧିକ କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରକାଶିତ । ସଂକଳନ- କବିତା 'କବିତା ପରି କିଛି' । ସମ୍ମାନ- ଶ୍ରେଷ୍ଠକବି ଗଂଜାମ ସମ୍ମାନ ୨୦୧୭, ଜାହ୍ନବୀ ତାରୁଣ୍ୟ ଯୁବ ପୁରସ୍କାର ୨୦୧୭, ଦୁଷ୍ମତ ସ୍ମାରକୀ ତରୁଣ ଯୁବକବି ସମ୍ମାନ ୨୦୧୮, ଶ୍ରେଷ୍ଠ ପାଣ୍ଡୁଲିପି ସମ୍ମାନ ୨୦୧୮ । ଜନ୍ମ- ୦୯/୦୫/୧୯୮୬ କଳମ୍ବ ଗ୍ରାମରେ ଠିକଣା- କଳମ୍ବ, ପୋଲସରା, ଗଂଜାମ- ୭୬୧୧୦୫ ମୋ- ୯୪୩୭୭୪୫୭୭୦
Series by this author live in the series section.