Loading…
ମୁଁ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । କର୍ମମୟ ଜୀବନ ର ଅବସର ପରେ ସଂସାର ପଥରେ ଜୀବନ ର ଶେଷ ପାହାଚରେ ଅବତିର୍ଣ୍ଣ । କବିତା ଲେଖିବା ପାଇଁ ମୁଁ ପ୍ରେରଣା ପାଇଛି ମୋ ପିତାମହ କବି ସ୍ଵର୍ଗତ ମାର୍କଣ୍ଡ ମିଶ୍ର ଦେବଶର୍ମା ଙ୍କ ପାଖରୁ ଓ ପରେ ପରେ ପଣ୍ଡିତ ରଘୁନାଥ ମିଶ୍ର ଙ୍କ ପ୍ରେରଣା ମୋତେ କବିତା ଲେଖିବା ପ୍ରେରଣା ଯୋଗାଇଛି । ମୋର ତିନୋଟି କବିତା ସଂକଳନ ମୁଦ୍ରିତ ହୋଇ ସାରିଛି ୧)ନୂଆ ସୂର୍ଯ୍ୟ ଟିଏ ଦିଅ, ୨)କୋଟିବିଶ୍ଵ ରୂପକାର, ୩) କଳ୍ପନାର କଳ୍ପବଟ । ଅନେକ ସାରସ୍ଵତ ସମ୍ମାନ ର ଅଧିକାରୀ।
Series by this author live in the series section.