Er. Suchismita Satpathy ✓
Literary Brigadierଲେଖା ମାଧ୍ୟମରେ ଅଗଣିତ ପାଠକ ପାଠିକାଙ୍କ ହୃଦୟକୁ ଛୁଇଁବାର ଏକ କ୍ଷୁଦ୍ରତମ ପ୍ରୟାସ।ସାରସ୍ବତ ସମ୍ମାନ ୨୦୨୧ ଦ୍ଵାରା ସମ୍ମାନିତ ହୋଇଥିବାରୁ ଷ୍ଟୋରିମିରର୍ ପରିବାର କୁ ମୋର ଧନ୍ୟବାଦ। ଇତି ମଧ୍ୟରେ ମୋର କାହାଣୀ"ଆଖ୍ୟାୟିନ", "ମହିଷାମର୍ଦ୍ଦିନୀ" "ପାର୍ବଣ" ପୁସ୍ତକରେ ପ୍ରକାଶିତ।ଷ୍ଟୋରୀମିରର ଦ୍ୱାରା ଆୟୋଜିତ କେତେକ ପ୍ରତିଯୋଗିତାରେ ମୁଁ ବିଜେତା ମଧ୍ୟ ହୋଇପାରିଛି। ମୋ ପାଠକ ପାଠିକା ମାନଙ୍କ ଭଲପାଇବା ଏହିପରି ଥିଲେ ମୁଁ ଆଗକୁ ଆହୁରି ଅନେକ କାହାଣୀ ଭେଟି ଦେଇପାରିବି ବୋଲି ମୋର ଆଶା।ପୁନର୍ବାର ଧନ୍ୟବାଦ ଷ୍ଟୋରୀମିରର ପରିବାରକୁ ମତେ ଏଡିଟର ଙ୍କ ଦ୍ୱାରା Author of the year 2020 ରେ ବିଜେତା କ୍ରମରେ ତୃତୀୟ ଘୋଷିତ କରିଥିବାରୁ ଏବଂAuthor of the year 2021ପାଇଁ ମନୋନୀତ ହୋଇଥିବା ହେତୁ ମୋର ସମସ୍ତ ପାଠକ, ପାଠିକା ଓ ଷ୍ଟୋରୀ ମିରର କୁ ଅଶେଷ ଧନ୍ୟବାଦ। ପୂନର୍ବାର ଧନ୍ୟବାଦ ଅର୍ପଣ କରିବି ମୋର ପ୍ରଥମ ଗଳ୍ପ ସଂକଳନ **//କଳିକା//** ର ଉନ୍ମୋଚନ କରି ଥିବାରୁ। ଆଗକୁ ଆହୁରି ପୁସ୍ତକ ପ୍ରକାଶନ ଅପେକ୍ଷାରେ। ।। ଜୟ ଜଗନ୍ନାଥ।।
