ଓଡ଼ିଆ ଲେଖିବା ଆଉ ପଢିବାକୁ ଭଲ ପାଉଥିବା ଏକ ଆତ୍ମା l ଏହି "ଷ୍ଟୋରି ମିରର " ସାହିତ୍ୟ ଅନୁଷ୍ଠାନରେ ପ୍ରଥମେ ମୋର ଯାତ୍ରା ଆରମ୍ଭ ହୁଏ.... ଏକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ "ମୋ ଜୀବନ ଓ ମୋ ଶବ୍ଦ "ର "ପ୍ରେମ " କବିତାରୁ ll ବାସ୍ତବରେ ଏହି ଅନୁଷ୍ଠାନ ଅନେକ ସମୟରେ ସାହିତ୍ୟର ସେବା କରିବା ସହ,ସାହିତ୍ୟ ଜଗତର ବାଣୀଭଣ୍ଡାରକୁ ଉତ୍ତରୋତ୍ତର ଉର୍ନ୍ନତି କରିବା ଦିଗରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଆୟୋଜନ କରିଥାଏ l ଯାହାକି ନୂତନ ପିଢ଼ିଙ୍କୁ ଏକ ପ୍ରକାର ଅଦୃଶ୍ୟ ଶକ୍ତି ଯୋଗାଇଥାଏ ନୂତନ ନୂତନ ସୃଷ୍ଟି ନିମିତ୍ତ ll ସାହିତ୍ୟକୁ ନେଇ ଅନେକ କିଛି କହିବା ଓ ଲେଖିବା ମୋର ମୂର୍ଖାମୀ ହେବ ବୋଲି ଭାବୁଛି l କାରଣ ସାହିତ୍ୟର ଆଦି ଆଉ ଅନ୍ତ ଆଜିବି ଗବେଷଣାରତ ll ସମସ୍ତ ସାହିତ୍ୟ ପ୍ରେମୀ, ସାହିତ୍ୟ ସ୍ରଷ୍ଟା, ପାଠକ, ପାଠିକା ଓ ଜ୍ଞାନୀ ଗୁଣୀ ମାନଙ୍କୁ ପ୍ରାର୍ଥନା ଏ ଅଧମ, ଅକିଞ୍ଚନ କିଛି ଭୁଲ ଲେଖିଦେଇଥିଲେ ଆପଣଙ୍କ ବଡହୃଦୟରେ କ୍ଷମା କରିବା ହେବେ ll ପ୍ରଣାମ ll ❤ ସ୍ୱରଚନା : କବିତା ପୁସ୍ତକ: #ଆଶାଲିପି -2022 # ବଜ୍ରଆଶା -2023
No poems yet.