Pramod Kumar Jena ✓
Literary Generalଲେଖକ ପରିଚୟ ନାମ : ପ୍ରମୋଦ କୁମାର ଜେନା ଠିକଣା : ଏ/2, 404, ଅନନ୍ତ ଭିଲ୍ଲା, ରେତଙ୍ଗ ଷ୍ଟେସନ୍ ରୋଡ୍, ଭୁବନେଶ୍ୱର – 752054 ଜନ୍ମ ତାରିଖ : 04/04/1957 ବୃତ୍ତି : ଅବସର ପ୍ରାପ୍ତ ବରିଷ୍ଠ ଲେଖା ଅଧିକାରୀ ସଫଳତା : 1. ଓଡିଶାର ବିଭିନ୍ନ ସ୍ୱନାମଧନ୍ୟ ପତ୍ର ପତ୍ରିକା ଓ ସମ୍ବାଦପତ୍ରରେ ଗଳ୍ପ ଓ କବିତା ସ୍ଥାନିତ . 2. ଷ୍ଟୋରୀମିରର୍ ସିଜନ୍ – 3 (2017) ସ୍ୱତନ୍ତ୍ର ସମ୍ମାନ ପ୍ରାପ୍ତ 3. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ସର୍ବୋଚ୍ଚ ସମ୍ମାନ 4. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ଦ୍ୱାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . 5. ଷ୍ଟୋରୀମିରର ଆନୁକୂଲ୍ୟରେ ପ୍ରଥମ ଓଡିଆ ଇ-ବୁକ୍ ସିଂହାସନ ବତିଶି ପ୍ରକାଶିତ 6. ବ୍ରହ୍ମପୁର ପୁସ୍ତକ ମେଳା କମିଟି ଦ୍ୱାରା ପ୍ରଥମ ଉପନ୍ୟାସ ବିରଳ ବାତ୍ସଲ୍ୟ ପ୍ରକାଶିତ 7. ବେଳାଧ୍ୱନି ତରଫରୁ ଗଳ୍ପ ସଙ୍କଳନ ଅଠରନଳା ପାଇଁ ବିରଞ୍ଚିନାରାୟଣ – ମଣିଦେବୀ ସ୍ମୃତି ସମ୍ମାନ 2017 ପୁରସ୍କାର ପ୍ରାପ୍ତ 8. ବ୍ରହ୍ମପୁର ପୁସ୍ତକ ମେଳା କମିଟି ଦ୍ୱାରା ପ୍ରଥମ ଗଳ୍ପ ସଙ୍କଳନ ଅଠରନଳା ପ୍ରକାଶିତ 9. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ୱାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . 10. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . ବିଶେଷ ଗୁଣ : ନାଟକ, ଅଭିନୟ ଓ ସଙ୍ଗୀତରେ ରୁଚି l କଲେଜ୍ ସମୟରେ ବେଷ୍ଟ୍ ଆକ୍ଟର୍ ଓ ବେଷ୍ଟ୍ ସିଙ୍ଗର୍ ପୁରସ୍କାର ପ୍ରାପ୍ତ l ଷ୍ଟେଜ୍ ସିଙ୍ଗର୍ l ଦୂରଭାଷ : 9437542409 ପ୍ରକାଶ ପାଇଥିବା ପୁସ୍ତକ 1. ବିରଳ ବାତ୍ସଲ୍ୟ (ଉପନ୍ୟାସ) 2. ଅଠରନଳା (ଗଳ୍ପ ସଙ୍କଳନ) 3. ଅଳ୍ପ ଖଟ୍ଟା (କ୍ଷୁଦ୍ର କବିତା ସଙ୍କଳନ) 4. ଅନ୍ୟ ଏକ ସଚ୍ଚିନ୍ (ଉପନ୍ୟାସ)

