120Log inSign up

Pramod Kumar Jena ✓

Literary General
335Followers
0Following
225Works

ଲେଖକ ପରିଚୟ ନାମ : ପ୍ରମୋଦ କୁମାର ଜେନା ଠିକଣା : ଏ/2, 404, ଅନନ୍ତ ଭିଲ୍ଲା, ରେତଙ୍ଗ ଷ୍ଟେସନ୍ ରୋଡ୍, ଭୁବନେଶ୍ୱର – 752054 ଜନ୍ମ ତାରିଖ : 04/04/1957 ବୃତ୍ତି : ଅବସର ପ୍ରାପ୍ତ ବରିଷ୍ଠ ଲେଖା ଅଧିକାରୀ ସଫଳତା : 1. ଓଡିଶାର ବିଭିନ୍ନ ସ୍ୱନାମଧନ୍ୟ ପତ୍ର ପତ୍ରିକା ଓ ସମ୍ବାଦପତ୍ରରେ ଗଳ୍ପ ଓ କବିତା ସ୍ଥାନିତ . 2. ଷ୍ଟୋରୀମିରର୍ ସିଜନ୍ – 3 (2017) ସ୍ୱତନ୍ତ୍ର ସମ୍ମାନ ପ୍ରାପ୍ତ 3. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ସର୍ବୋଚ୍ଚ ସମ୍ମାନ 4. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ଦ୍ୱାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . 5. ଷ୍ଟୋରୀମିରର ଆନୁକୂଲ୍ୟରେ ପ୍ରଥମ ଓଡିଆ ଇ-ବୁକ୍ ସିଂହାସନ ବତିଶି ପ୍ରକାଶିତ 6. ବ୍ରହ୍ମପୁର ପୁସ୍ତକ ମେଳା କମିଟି ଦ୍ୱାରା ପ୍ରଥମ ଉପନ୍ୟାସ ବିରଳ ବାତ୍ସଲ୍ୟ ପ୍ରକାଶିତ 7. ବେଳାଧ୍ୱନି ତରଫରୁ ଗଳ୍ପ ସଙ୍କଳନ ଅଠରନଳା ପାଇଁ ବିରଞ୍ଚିନାରାୟଣ – ମଣିଦେବୀ ସ୍ମୃତି ସମ୍ମାନ 2017 ପୁରସ୍କାର ପ୍ରାପ୍ତ 8. ବ୍ରହ୍ମପୁର ପୁସ୍ତକ ମେଳା କମିଟି ଦ୍ୱାରା ପ୍ରଥମ ଗଳ୍ପ ସଙ୍କଳନ ଅଠରନଳା ପ୍ରକାଶିତ 9. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ୱାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . 10. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . ବିଶେଷ ଗୁଣ : ନାଟକ, ଅଭିନୟ ଓ ସଙ୍ଗୀତରେ ରୁଚି l କଲେଜ୍ ସମୟରେ ବେଷ୍ଟ୍ ଆକ୍ଟର୍ ଓ ବେଷ୍ଟ୍ ସିଙ୍ଗର୍ ପୁରସ୍କାର ପ୍ରାପ୍ତ l ଷ୍ଟେଜ୍ ସିଙ୍ଗର୍ l ଦୂରଭାଷ : 9437542409 ପ୍ରକାଶ ପାଇଥିବା ପୁସ୍ତକ 1. ବିରଳ ବାତ୍ସଲ୍ୟ (ଉପନ୍ୟାସ) 2. ଅଠରନଳା (ଗଳ୍ପ ସଙ୍କଳନ) 3. ଅଳ୍ପ ଖଟ୍ଟା (କ୍ଷୁଦ୍ର କବିତା ସଙ୍କଳନ) 4. ଅନ୍ୟ ଏକ ସଚ୍ଚିନ୍ (ଉପନ୍ୟାସ)

Series by this author live in the series section.

Browse series