120Log inSign up

Bhagirathi Behera

Literary Colonel
18Followers
0Following
2Works

ନାମ – ଭାଗିରଥୀ ବେହେରା ଜନ୍ମସ୍ଥାନ – ଲଙ୍ଗଳେଶ୍ଵର ,ଖଲ୍ଲିକୋଟ ,ଗଞ୍ଜାମ ଜନ୍ମ ତାରିଖ – ମଇ ୫,୧୯୭୮ ବିଭାଗ – କବିତା , ଗଳ୍ପ ,ଉପନ୍ୟାସ ସୃଷ୍ଟି -ଏକା ଏକା ହୃଦୟ (କବିତା ୨୦୧୫) ମାନବ (ଉପନ୍ୟାସ ୨୦୧୬) ତଟଶୂନ୍ୟ ଶୂନ୍ୟତା (ଗଳ୍ପ ୨୦୧୭) ଅବୈଧ (ଗଳ୍ପ ୨୦୧୭) ନଦୀର ନାମ ଋତୁମତୀ (କବିତା ୨୦୧୮) ବ୍ରହ୍ମପୁର (ଗଳ୍ପ ୨୦୧୯) , ବିଡମ୍ବିତ ପ୍ରେମର ସହର (ଉପନ୍ୟାସ ୨୦୧୯ ) ତମେ ନୁହଁ ଭୁଲିବାର (କବିତା ୨୦୧୯) ସଂଗଠନ – ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ,ବ୍ରହ୍ମପୁର ସମ୍ପାଦନ - ଭାଗୀରଥୀ -କବିତାର ଗଙ୍ଗା (ସାହିତ୍ୟ ପତ୍ରିକା ) ଠିକଣା – ସମ୍ପାଦକ - ଗଞ୍ଜାମର କବିତାଘର ମାର୍ଫତ - ପ୍ରଧାନ ଶିକ୍ଷକ ସରକାରୀ ନେହେରୁ ବହୁମୂଖୀ ନୋଡାଲ ଉଚ୍ଚ ବିଦ୍ୟାଳୟ ,କଙ୍କୋରଡା ,ସାନଖେମୁଣ୍ଡି ବ୍ଲକ , ଗଞ୍ଜାମ

No audio yet.