120Log inSign up

Sadananda Sahoo ✓

Literary Brigadier
220Followers
44Following
310Works

କବିତା ଲେଖିବା ମୋର ନିଶା ; ଆଉ ପ୍ରବୃତି ; ନିରନ୍ତର ଭାବେ ଆଜକୁ ଦୀର୍ଘ 18 ବର୍ଷ ହେଲାଣି କବିତା ଲେଖି ଆସୁଛି ; ତୁଳଷୀ କ୍ଷେତ୍ର ସମ୍ବାଦ ପତ୍ରରେ ନିୟମିତ ମୋର କବିତା ପ୍ରକଶ ଆସୁଛି ;! ଷ୍ଟୋରି ମିରର ୱେବ୍ ପେଜ ରେ କବିତା ଲେଖି ଅଥର ଅଫ ଦି ଉଇକ୍ ହେବାର ସୌଭାଗ୍ୟ ଲାଭ କରିବା ସହିତ ସାପ୍ତାହିକ ପ୍ରତିଯୋଗିତା ରେ ଦୁଇ ଥର ପ୍ରଥମ ସ୍ଥାନ ଓ ଏକ ଥର ତୃତୀୟ ସ୍ଥାନ ଅଧିକାର କରି ମାନ ପତ୍ର ପାଇବାର କଵି ସଫଳ ହୋଇଛନ୍ତି !! କବିତା "କିଏ ସତେ କାନ୍ଦୁଚି" ପାଇଁ ଷ୍ଟୋରି ମିରର୍ ଅନୁଷ୍ଠାନ ତରଫରୁ ନଗଦ ଅର୍ଥପୁରଷ୍କାର ଲାଭ କରି କଵି ଚୀରକୃତଜ୍ଞ ଲାଭ କରିଛନ୍ତି ; !ଅବିଶ୍ରାନ୍ତ ଭାବେ କବିଙ୍କ ଲେଖନୀ ମୃତ୍ଯୁ ପର୍ଯନ୍ତ ଚାଲିବ ବୋଲି କଵି ଦୃଢ ସଂକଳ୍ପ ପୋଷଣ କରିଛନ୍ତି ;!

Series by this author live in the series section.

Browse series

StoryMirror - Read, Write, Share & Repeat