
Geetanjali Prusty ✓
Literary Brigadier1Followers
0Following
21Works
ଗୀତାଞ୍ଜଳି ପୃଷ୍ଟି ମଣିଷ ତିଆରି କାରଖାନାର ଜଣେ ସଫଳ ବିନ୍ଧାଣି ହେଲେ ମଧ୍ୟ ସାରସ୍ୱତ ଜଗତରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରିଛନ୍ତି l କବିତା, ଗଳ୍ପ, ଧନ୍ଦା, ପ୍ରବନ୍ଧ ଇତ୍ୟାଦି ରଚନା ମାଧ୍ୟମରେ ସାହିତ୍ୟ ସାଧନା କରିବା ତଥା ସମାଜ ସେବାରେ ରୁଚି ରଖିଥିବା ଗୀତାଞ୍ଜଳି ତାଙ୍କର ଆଖ ପାଖରେ ଥିବା ଲୋକ ମାନଙ୍କ ସୁଖ ଦୁଃଖରେ ସର୍ବଦା ସାମିଲ ଥାଆନ୍ତି l ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତାଙ୍କର ନିଆରା ପ୍ରବୃତ୍ତି l
No stories yet.