120Log inSign up
Story · Inspirational

ଈଶ୍ବର

by Amaresh Biswal ✓ · 21 Aug 2017

45.4KReads
537Likes
7Min read

ପେଟ୍ରୋଲ ଏକ ବାହାନା ମାତ୍ର... ଈଶ୍ବର ଆମକୁ ପରୀକ୍ଷା କରୁଛନ୍ତି...ସାଧାରଣ ଲୋକଙ୍କର ଭଗବାନ ଏମିତି ଯାଂଚ ପରତାଳ କରନ୍ତି... ମୁଁ କହିଲିସେ କଣ ସିବିଆଇ ଅଫିସର...ଗୁରୁ ମହାନ୍ତି ଚିଡିଯାଇ କହିଲା...ପେଟ୍ରୋଲ ଖତମ୍ ହେବା ଚକ୍କରରେ ଗୁରୁ ମହାନ୍ତି ଈଶ୍ବରଙ୍କ ପାଲରେ ପଡୁନଥିଲା... ମୁଁ ଦୋକାନ ଖୋଜିବାକୁ ବାହାରି ଗଲି...ଭାଇ ଏଠି କୋଉଠି ଈଶ୍ବର ମିଳନ୍ତି...ଈଶ୍ବର..ସେ କିଏ... ଈଶ୍ବର ନାହାଁନ୍ତି..ଏଠି ଭଗବାନ ଅଛନ୍ତି..ଯିଏକି ଏବେ ଟୁଲ୍ ଉପରେ ଠିଆ ହୋଇ ଦୋକାନ ସଫା କରୁଛନ୍ତି...

Loading comments…

ଈଶ୍ବର · StoryMirror