Amaresh Biswal
Literary Colonel75Followers
0Following
5Works
Writer & Journalist
- ଈଶ୍ବରAmaresh Biswal · 7 min read · 45.4K readsପେଟ୍ରୋଲ ଏକ ବାହାନା ମାତ୍ର... ଈଶ୍ବର ଆମକୁ ପରୀକ୍ଷା କରୁଛନ୍ତି...ସାଧାରଣ ଲୋକଙ୍କର ଭଗବାନ ଏମିତି ଯାଂଚ ପରତାଳ କରନ୍ତି... ମୁଁ କହିଲିସେ କଣ ସିବିଆଇ ଅଫିସର...ଗୁରୁ ମହାନ୍ତି ଚିଡିଯାଇ କହିଲା...ପେଟ୍ରୋଲ ଖତମ୍ ହେବା ଚକ୍କରରେ ଗୁରୁ ମହାନ୍ତି ଈଶ୍ବରଙ୍କ ପାଲରେ ପଡୁନଥିଲା... ମୁଁ ଦୋକାନ ଖୋଜିବାକୁ ବାହାରି ଗଲି...ଭାଇ ଏଠି କୋଉଠି ଈଶ୍ବର ମିଳନ୍ତି...ଈଶ୍ବର..ସେ କିଏ... ଈଶ୍ବର ନାହାଁନ୍ତି..ଏଠି ଭଗବାନ ଅଛନ୍ତି..ଯିଏକି ଏବେ ଟୁଲ୍ ଉପରେ ଠିଆ ହୋଇ ଦୋକାନ ସଫା କରୁଛନ୍ତି...Inspirational

- ମୁଖାଗ୍ନିAmaresh Biswal · 11 min read · 43.8K readsନିତ୍ୟାନନ୍ଦଙ୍କୁ ଲାଗିଲା, ଯେମିତି ବୋଉର ମୁହଁ କହୁଛି- ମୋର ଆଉ କାହାଠାରୁ କିଛି ପାଇବାର ନାହିଁରେ ବାପା...ମୁଁ ଚାଲିଲି.. ତମେ ସବୁ ଏଇଠି ଥାଅ...ଘାଣ୍ଟି ହେଉଥାଅ...ଆଃ..ନିତ୍ୟାନନ୍ଦଙ୍କୁ ବୋଉର ଏ ଚାହାଣୀ ସତରେ ବାଧିଲା...ତାଙ୍କୁ ଲାଗିଲା, ଆଖିବୁଜି ବୋଉ ତାଙ୍କୁ ଏ ସବୁ କଥା କହୁଛି, କେହି ନଶୁଣିଲା ପରି...ସେ ତରତର ହୋଇ ଘରୁ ବାହାରୁ ଖଂଜାକୁ ପଳେଇ ଆସିଲେInspirational

- Bemari (Joke)Amaresh Biswal · 1 min read · 6.3K readsJoke for better lifeComedy
