
ନିତ୍ୟାନନ୍ଦଙ୍କୁ ଲାଗିଲା, ଯେମିତି ବୋଉର ମୁହଁ କହୁଛି- ମୋର ଆଉ କାହାଠାରୁ କିଛି ପାଇବାର ନାହିଁରେ ବାପା...ମୁଁ ଚାଲିଲି.. ତମେ ସବୁ ଏଇଠି ଥାଅ...ଘାଣ୍ଟି ହେଉଥାଅ...ଆଃ..ନିତ୍ୟାନନ୍ଦଙ୍କୁ ବୋଉର ଏ ଚାହାଣୀ ସତରେ ବାଧିଲା...ତାଙ୍କୁ ଲାଗିଲା, ଆଖିବୁଜି ବୋଉ ତାଙ୍କୁ ଏ ସବୁ କଥା କହୁଛି, କେହି ନଶୁଣିଲା ପରି...ସେ ତରତର ହୋଇ ଘରୁ ବାହାରୁ ଖଂଜାକୁ ପଳେଇ ଆସିଲେ
Loading comments…