Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅ।ଲୁଅ
7 poems
ଶୂନ୍ୟ ଛାୟ।
Upendra Mahala · 1 min read · 204 reads
ଭୁଲିପାରୁନି ପ୍ରାଣହୀନ ଶୂନ୍ୟଛାୟାର ମ।ୟ। । ମଧ୍ୟାନ୍ତର ବେଳେ ଉଭେଇଯାଏ ଘଡିଏ, କେମିତି ଫୁଲବଣ ଛାଡି ଚାଲିଗଲା ପାହାନ୍ତି ଅ।ଲୁଅରେ ??
Romance
ଝଞ୍ଜା ପରେପରେ ବହୁଛି ଝାଞ୍ଜି
DILIP KUMAR SAHOO · 1 min read · 227 reads
ଦିନୁଦିନ ଖରା ହୁଅଇ ଟାଣ ଡହଳ ବିକଳ ସବୁରି ପ୍ରାଣ ଅ°ଶୁଘାତ ପରା ତରାଟୁଛି ଆଖି
Children
ଆଦ୍ୟ ଆଷାଢ
Upendra Mahala · 1 min read · 210 reads
ମେଘ ଓଡଣିରେ ମୁହଁ ଗୁଞ୍ଜି ପୂର୍ବାଷାଢା ନକ୍ଷତ୍ର ଡେଣାରୁ ଜ୍ୟୋତି ଖୋଜୁଥିବ ମୋ ଅ।ତ୍ମା ପରାହତ ଜୀବନ ପାତ୍ରରେ ଭରିବାକୁ ଅ।ଶାର ଅ।ଲୋକ।
Romance
ଥୁଣ୍ଟା ଗଛର ଛାଇ
Upendra Mahala · 1 min read · 171 reads
ଅ।ଶା ବାନ୍ଧି ବସିଛି ଦୁଅ।ରବନ୍ଧ ଅ।ଉଜି ଘରକୁ ଫେରିବେ ମୋ ସହରୀବୁଲା ପୁଅ ଅଭାବ ହେବନି ଏଠି ଦାନାପାଣି ଫେରି ଅ।ସିବ ହଜିଥିବା ଦିନ।
Inspirational
ନୀଳ ଶୂନ୍ୟର ସଖୀ
Upendra Mahala · 2 min read · 394 reads
ଇଚ୍ଛା ହୁଏ ପଚାରନ୍ତି ଦୂର ପାହାଡକୁ କାହିଁକି ଏତେ ସୁନ୍ଦର ଦିଶେ ଦୂରକୁ !! ସଜେଇ ହୁଏ ଅଭିସାରିକା ପରି ଅ।କାଶରୁ ତୋଳିଅ।ଣେ ନୀଳିମା ଗୋଟାପଣେ ବୋଳିହୁଏ । ଗଭାରେ ଖୋସେ ବଣୁଅ। ଫୁଲ । ଚନ୍ଦନର ବାସ ଚହଟୁଥାଏ ।
Others
ଆଶାବରୀ
Upendra Mahala · 2 min read · 289 reads
ଫେରି ତ ଆସେନି ବିତିଥିବା ସମୟ, ପିଲାଦିନ, ଯୌବନ...
Romance
Loading…
Next page →