Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅନ୍ଧତ୍ୱ
2 poems
ଆଖି
Shiba Charan Mahapatra · 1 min read · 225 reads
ପାରିଲିନି ପାରିଲିନି ଦେଖି ଅନ୍ଧ ହେଲା ଆଖି ଆପଣା ଇଚ୍ଛାରେ ବୁଝିଗଲି ଲୁହ ଲହୁ ଝରେ ଆଖି ପରଦା ବାହାରେ ଆଖି ଆଉ ଆଖି ନାହିଁ,ଆଖି ଆଉ ସାକ୍ଷୀ ନାହିଁ ଅନ୍ଧତ୍ୱ ଶୀକାର ସର୍ବେ,ଅନ୍ଧମୟ ଏଇ ପୃଥିବୀରେ
Tragedy
ଅନ୍ଧତ୍ୱରୁ ମୁକ୍ତି
Satyabati Swain · 1 min read · 272 reads
ସମସ୍ତେ ଅନ୍ଧ ଅନ୍ଧାର ସବୁରି ମନ ତୋ ଇଚ୍ଛା ତୁ ଯାହା କର ବିଚ୍ ରାସ୍ତାରେ ରେପ୍ ଆଣ୍ଡ ମର୍ଡର କର୍ କେହି କିଛି ଦେଖି ପାରିବେନି ସମସ୍ତେ ବା ଅନ୍ଧ।
Others