by Shiba Charan Mahapatra ✓ · 20 Dec 2020
ପାରିଲିନି ପାରିଲିନି ଦେଖି ଅନ୍ଧ ହେଲା ଆଖି ଆପଣା ଇଚ୍ଛାରେ ବୁଝିଗଲି ଲୁହ ଲହୁ ଝରେ ଆଖି ପରଦା ବାହାରେ ଆଖି ଆଉ ଆଖି ନାହିଁ,ଆଖି ଆଉ ସାକ୍ଷୀ ନାହିଁ ଅନ୍ଧତ୍ୱ ଶୀକାର ସର୍ବେ,ଅନ୍ଧମୟ ଏଇ ପୃଥିବୀରେ
Loading comments…
Loading comments…