English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅନ୍ଧାରରାତି
839 poems
ରାତି
Dr.Sashi Bhushan Mohapatra · 1 min read · 2.1K reads
ଅନ୍ଧାର ଆହୁରି ଅନ୍ଧାର ହେଇଛି ଜହ୍ନ ତା' କବରିରେ ଲୁଚିଛି ମେଘ ବି ଘନ କଳା କଜଳ ହୋଇ ତା' ଆଖିରେ ଲାଖିଛି।
Others
ରାତି ରାଣୀ
Artatran Mishra · 1 min read · 1.5K reads
ଦିନ ଚ଼ାଲି ଯାଏ ରାତିର ବୁକୁରେ ରାତି ଦିନେ ଯାଇ ମିଳଇ ଦୁଃଖର ସୁଖର ଜୀବନ ମଂଚ଼ଟି ଦିନ-ରାତି ମିଶି ପୂରଇ |
Romance
ଅନ୍ଧାର
Abhisek Mohapatra · 1 min read · 150 reads
ଏଠି କିଛି ବି ଦିଶେନା, ନା ଲୁଟ୍ ତରାଜ ର ସୁରାକ୍, ନା କିଶୋରୀ ଦେହର କୋମଳତା, ବେଶ୍ୟା ବି ଶୋଇ ରହିଥାଏ କ୍ଳାନ୍ତିରେ । ଅନ୍ଧାରରେ ପ୍ରତିଫଳିତ ହୁଏ ଯାହା ଗୁଡାଏ ସ୍ବପ୍ନ! ଆଉ ରାତି ଆକାଶର ନିଷ୍କପଟ ଜହ୍ନ ।
Fantasy
ତୁମେ
Arabinda Mishra · 1 min read · 277 reads
ରାତି ବଦଳିଛି,ନିଇତି ସକାଳେ ମୁଁ ସେମିତି ସପନେ ଭ୍ରମେ
Others
ଉଁ
Ajaya Mahala · 1 min read · 174 reads
ଫେରନ୍ତା ଜବାଵ ଆଉ ଏଇ ବିଛଣାର ଏ କୋଣରୁ ଡାକୁଥିଲେ ସେ କଡରୁ ଫେରୁ ନ ଥିବ ଆମ କାହାର ସେହି ଉଁ... ଟିକକ..
Others
କାଳ ରାତି
Maheswar sahoo · 1 min read · 170 reads
ଦିନ ଶ୍ରମ ସାରି ଶୋଇବା ଶାନ୍ତିରେ ଶରୀର ଶାନ୍ତିର ପାଇଁ ପୃଥିବୀର ଶାନ୍ତି ସୂରୁଜ ବି ଶାନ୍ତି କଠୋର ଯେ କାହିଁ ପାଇଁ ।
Fantasy
Loading…
Next page →