StoryMirror - Read, Write, Share & Repeat- ନାରୀ ଓ ସଂଘର୍ଷAlhadini Panigrahi dash · 1 min read · 342 readsନିଜକୁ ଆଦର୍ଶ କନ୍ୟା, ବୋହୁ, ପତ୍ନୀ, ମା ଓ ଶାଶୁରୂପେ
ପ୍ରମାଣିତ କରିବା ପାଇଁ ବାରବାର,ବାରମ୍ବାର ....
କରିଚାଲେ ସଂଘର୍ଷTragedy
- ଅବଳାPrasanna Kumar Madala · 1 min read · 6.5K readsଅଶନି ପଡିଲା ବେଗେ
ବୁଦ୍ଧିଶୁଦ୍ଧି ହୋଇଗଲା ବଣା
ତ୍ରାହି ତ୍ରାହି ଡାକ ଛାଡି
ଗଛଡାଳୁ ପକ୍ଷୀ ଗଲେ ଉଡ଼ି ।Others
- ବୁଢୀମାEr Subhransu Kumar Behera · 2 min read · 206 readsଆଜି ଅନ୍ଧାରୁଆ ଆକାଶକୁ
ଥୋଡ଼ି ଟେକି ଅନାଇବା ପରେ ,
ମନରେ ଅନାୟାସରେ ଚାଲିଆସେ
ତୋରି କଇଁ ଫୁଲିଆ ମୁହଁଟା ,Inspirational
- ଅଭିନୟDebadatta Jena · 1 min read · 209 readsସେହି କବିତାର ପାତ୍ର ପାତ୍ରୀ ମାନେ
ଦର ଆଉଜା ଆଖିରେ, ଚିହ୍ନି ବି ଚିହ୍ନି ହୁଏ ନାହିଁ,
ପର କି ଆପଣାପଣର ଚେହେରା
ଘୁମନ୍ତ ଆଖିର ସେ ଅନ୍ଧାର ଛାତିରେ,
କିନ୍ତୁ; ଅନ୍ଧାରୁଆର କବିତା ଯେ ଶୋଇନି,Others
- ଚିତ୍ର ଚରିତ - 54 ବ୍ୟଙ୍ଗ କବିତା: ନୂଆ ଭିକାରିKRUTIBAS NAYAK · 1 min read · 237 readsଗଛ ଲଗେଇବା କଷ୍ଟ କେ କରିବ ମାଟି ଖତ ଦରକାର,
ପାଣିଦିଆ କାମ ସେ ଗଛର ଯତ୍ନ ନେବ କିଏ ବା ଆମର ?Comedy