by Debadatta Jena ✓ · 22 Sept 2020
ସେହି କବିତାର ପାତ୍ର ପାତ୍ରୀ ମାନେ ଦର ଆଉଜା ଆଖିରେ, ଚିହ୍ନି ବି ଚିହ୍ନି ହୁଏ ନାହିଁ, ପର କି ଆପଣାପଣର ଚେହେରା ଘୁମନ୍ତ ଆଖିର ସେ ଅନ୍ଧାର ଛାତିରେ, କିନ୍ତୁ; ଅନ୍ଧାରୁଆର କବିତା ଯେ ଶୋଇନି,
Loading comments…
Loading comments…