English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅବହେଳିତ
14 poems
ଅବହେଳିତ କନ୍ୟା
ଅବହେଳିତ କନ୍ୟା
Pramila Sahoo · 1 min read · 7K reads
ଦୀପର ସଳିତାପରି ଜଳି ଆଲୋକ ଦିଏ ଦିନରାତିଦିନପରେ ରାତି ଯାଉଛି ବିତି
Others
....ନାରୀ.…..
Debabrata Jena · 1 min read · 443 reads
କରିଛି ପ୍ରତୀକ୍ଷା ସେ ଦିନକୁ ଯେଉଁ ଦିନ ମୋତେ ମିଳିବ ସମ୍ମାନ ପାଇବି ମୋ ସ୍ୱତନ୍ତ୍ର ପରିଚୟ
Others
କନ୍ୟା ଭ୍ରୁଣ
Lecturer Soumyaranjan Hota · 1 min read · 2.8K reads
ସତେ ଯେମିତି ମୁଁ ଯେ କିଛି ତ୍ରୁଟି? କିଛି ସମୟପରେ ଛଢ଼େଇ ନିଅ ମା କୋଳରୁ ଯେ ମୋତେ, ଶୂନ୍ୟ ଯେ ହୁଏ ତା କୋଳ
Others
ଜରି ଗୋଟାଳି
Priyadarsini Das.PriYa❤️ · 1 min read · 133 reads
କାହାର ପରକୀୟା ପ୍ରୀତି ର ପରିଣାମ , କାହାର କୁଆଁରୀ ମା ର ପରିଣାମ ।
Tragedy
ବିପଦ ହଟୁ ଅବହେଳେ ( କରୋନା-୭)
Prafulla Chandra Mishra · 1 min read · 210 reads
ବୟଷ ସାୟାହ୍ନେ ପ୍ରଥମ ୟେ ଅନୁଭୁତି ଘରେ ଲୁଚି ବସିବାରେ ହଜିଯାଏ ବୁଦ୍ଧି ।। ନିରବତା ବିରାଜିଛି ସଂସାର ଗୋଟାକ ନିଛାଟିଆ ନିଛାଟିଆ ସର୍ବ ବିରାଜିତ ।।
Abstract
ବିନ୍ଦୁଏ ସିନ୍ଦୁର ପାଇଁ
Minati Rath · 1 min read · 369 reads
ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ ଦୁନିଆ ଆଖିରେ ମୁଁ ସେଇ ଅର୍ଧାଙ୍ଗିନୀ ଯାହା ମଥାରେ ଭରିଦେଇ ବିନ୍ଦୁଏ ସିନ୍ଦୁର ତୁମେ ବୋଲାଉଛ ପତି, ପୁରୁଷ ଆଉ ପରମେଶ୍ୱର ।
Abstract
Loading…
Next page →