by Minati Rath ✓ · 26 Nov 2019
ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ ଦୁନିଆ ଆଖିରେ ମୁଁ ସେଇ ଅର୍ଧାଙ୍ଗିନୀ ଯାହା ମଥାରେ ଭରିଦେଇ ବିନ୍ଦୁଏ ସିନ୍ଦୁର ତୁମେ ବୋଲାଉଛ ପତି, ପୁରୁଷ ଆଉ ପରମେଶ୍ୱର ।
Loading comments…
Comments
Loading comments…