StoryMirror - Read, Write, Share & Repeat- ସହଯୋଗShashanka sekhar Ray · 1 min read · 324 readsଏକା ଏକା ଲଢିହୁଏନା ସମୁଦ୍ର ସହ
ନଈ ମାନଙ୍କୁ ସାଙ୍ଗରେ ନେବାକୁ ପଡିବ
ଧର୍ଯ୍ୟ ପ୍ରତିଜ୍ଞା ଅଙ୍ଗୀକାରର ଅସ୍ତ୍ରେ
ପରାଜିତ ମହାବାହୁବଳୀ ଶକ୍ତିମାନ
ଓଲଟାଓ ଥରେ ଇତିହାସର ପୃଷ୍ଟାମାନଙ୍କୁ
ସବୁ ଜାଣି କାହିଁ ହୁଅ ତୁମେ ବାଟବଣା ।Others
- ମୋର ପରିଚୟDeepak Sarangi · 1 min read · 219 readsମୁଁ ତ ଅନ୍ଧକାର ନିଶିର ଅଶାନ୍ତ ଏକ ଗ୍ରହ
ମୁଁ ତ ସମୁଦ୍ର ବେଳାର ନିଷ୍କ୍ରିୟ ଏକ ଦେହOthers
- ସତର୍କତା ଅବଲମ୍ବନPrabhati Mahapatra · 1 min read · 306 readsବଞ୍ଚି ଥିଲେ ବାରବାର ହେଉ ଥିବ ଦେଖା
ଦୂରତା ମାପି ଚଳିଲେ କରୋନାରୁ ରକ୍ଷା ।
କାଲି ଯେବେ ଦେଖା ହେବ ପାOthers
- ଶନି ଦେବChittaranjan Lenka · 1 min read · 6.8K readsଯେତେ ଆସୁ ବାଧା ତଥାପି ଶେଷରେ
ବିଜୟ ଆଣେ ତାହାରInspirational
- ମହାନତାBanali Dash · 1 min read · 78 readsଯେତେଥର କହିଲେ ବି ତୁମେ ମୋତେ
ବିଶ୍ୱାସ କରିବାକୁ ପଛଘୁଞ୍ଚା ଦିଅ,
ତୁମ ଭାଷାରେ ;ତୁମେ ମତେ ମୋ' ନିଜଠୁଁ
ବି ଅଧିକ ଭଲପାଅ।Others
- ମୁଁ ଅନ୍ୟ ଗ୍ରହର ମଣିଷ,,,,,,,,,,Pramila Mohanty · 1 min read · 195 readsମୁଁ ଅନ୍ୟ ଗ୍ରହର ମଣିଷ,,,,,,,,,,Inspirational
Loading…