by Shashanka sekhar Ray ✓ · 18 May 2019
ଏକା ଏକା ଲଢିହୁଏନା ସମୁଦ୍ର ସହ ନଈ ମାନଙ୍କୁ ସାଙ୍ଗରେ ନେବାକୁ ପଡିବ ଧର୍ଯ୍ୟ ପ୍ରତିଜ୍ଞା ଅଙ୍ଗୀକାରର ଅସ୍ତ୍ରେ ପରାଜିତ ମହାବାହୁବଳୀ ଶକ୍ତିମାନ ଓଲଟାଓ ଥରେ ଇତିହାସର ପୃଷ୍ଟାମାନଙ୍କୁ ସବୁ ଜାଣି କାହିଁ ହୁଅ ତୁମେ ବାଟବଣା ।
Loading comments…
Comments
Loading comments…