English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଳାବାଦଲ
4 poems
ବର୍ଷା ଭିଜା ସନ୍ଧ୍ୟା
Sonali Swain · 1 min read · 516 reads
ତୁମେ ତ ଅଜବ ମଣିଷ ତୁମକୁ ବର୍ଷା ପସନ୍ଦ କିନ୍ତୁ କଳା ବାଦଲ ନୁହେଁ ଆରେ କେମତି ବୁଝେଇବି ବର୍ଷା ଆଉ କଳାବାଦଲର ସମ୍ପର୍କ?
Others
ଦୂର୍ନୀତି
Akshay Kumar Behera · 1 min read · 101 reads
ଗାଆଁ ଠାରୁ ଦେଶ ସବୁଠି ଉଡୁଛି ଦୂର୍ନୀତି ନାମରେ ନେତ, ନିଜ ସ୍ବାର୍ଥ ପାଇଁ ସାଜିଯାନ୍ତି ଲୋକ ତାର ଗୋଟେ ଗୋଟେ ସୁତ ।୫।
Inspirational
ସହଯୋଗ
Shashanka sekhar Ray · 1 min read · 324 reads
ଏକା ଏକା ଲଢିହୁଏନା ସମୁଦ୍ର ସହ ନଈ ମାନଙ୍କୁ ସାଙ୍ଗରେ ନେବାକୁ ପଡିବ ଧର୍ଯ୍ୟ ପ୍ରତିଜ୍ଞା ଅଙ୍ଗୀକାରର ଅସ୍ତ୍ରେ ପରାଜିତ ମହାବାହୁବଳୀ ଶକ୍ତିମାନ ଓଲଟାଓ ଥରେ ଇତିହାସର ପୃଷ୍ଟାମାନଙ୍କୁ ସବୁ ଜାଣି କାହିଁ ହୁଅ ତୁମେ ବାଟବଣା ।
Others
ଗୁହାରି
Basanti Pattnaik · 1 min read · 157 reads
କି ପାଇଁ କ୍ରୋଧ ତୋର ଏ ସୃଷ୍ଟି ଉପରେ ନିଜେ ସ୍ରଷ୍ଟା ହୋଇ
Tragedy