English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅସୁମାରୀଆଶା
769 poems
ଅଭିମାନୀ ଭକ୍ତ
Sunanda Mohanty · 1 min read · 263 reads
ଅଭିମାନୀ ଭକ୍ତ
Tragedy
ପ୍ରଥମ ପ୍ରେମ ସଙ୍ଗୀତ
Sagar Kumar Parida · 1 min read · 286 reads
ଝରଣା କୂଳରେ ବସିଥିବା ଆମେ ଶୁଣି କୁଳୁକୁଳୁ ଗୀତ, ଫୁଲର ସୁଗନ୍ଧ ଆଘ୍ରାଣ କରିବା ହୋଇ ପ୍ରେମେ ପୁଲକିତ
Fantasy
ନିଖୋଜ ସପନ
Dhiren Bag · 1 min read · 261 reads
ସବୁ ମିଥ୍ୟା ଛଳନା ମୋହ ମାୟା ଭିତରେ ଏ ସପନ ବି ନିଖୋଜ ସାଜିଛି
Fantasy
ବିରହ
Prabhati Mahapatra · 1 min read · 209 reads
ଜଳ ବିନା ମୀନ ଯେପରି ବଞ୍ଚିଛି ମୁଁ ରହିିିଛି ସେହି ପରି କଇଁ ମଧ୍ୟେ ମୋର ପ୍ରଭେଦ ନାହିଁ ତ ସୁଖ ଯାଏ ଅପସରି । ଶୁନ୍ୟତା ଖେଳିିିଛି ମନ କୁଞ୍ଜବନେେ ମଳୟ ଭୂଲିଛି ପଥ ଗଭା ଗଜରା ମୋ ବାସି ହୋଇ ଝୁୁୁରେ ସ୍ଵପ୍ନ ନିଶିଥିନୀ ହତ ।
Romance
ସମୟ
Preeti Padma · 1 min read · 280 reads
କେବେ ଆସେ ଝଡ଼ କେବେ ଭୂମିକମ୍ପ ଏଇ ସମୟର କୋଳେ ଆଶା ଅସୁମାରୀ ହଜିଯାଏ ସବୁ ସମୟର ଅନ୍ତରାଳେ।।
Children Stories
ଆଶା
Banalaxmi Mohanty · 1 min read · 203 reads
ଆଶା ଦେଇଥାଏ ମନରେ ବେଦନା ଯଦି ପୂରଣ ନହୁଏ କିଛି ଉଚ୍ଚ ଆଶା ସମାଜ ଉନ୍ନତି ପାଇଁ ଯେ,ଉଦ୍ଦିଷ୍ଟ ଥାଏ
Inspirational
Loading…
Next page →