by Prabhati Mahapatra ✓ · 2 Jan 2021
ଜଳ ବିନା ମୀନ ଯେପରି ବଞ୍ଚିଛି ମୁଁ ରହିିିଛି ସେହି ପରି କଇଁ ମଧ୍ୟେ ମୋର ପ୍ରଭେଦ ନାହିଁ ତ ସୁଖ ଯାଏ ଅପସରି । ଶୁନ୍ୟତା ଖେଳିିିଛି ମନ କୁଞ୍ଜବନେେ ମଳୟ ଭୂଲିଛି ପଥ ଗଭା ଗଜରା ମୋ ବାସି ହୋଇ ଝୁୁୁରେ ସ୍ଵପ୍ନ ନିଶିଥିନୀ ହତ ।
Loading comments…
Comments
Loading comments…