Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅୟସ
5 poems
ମନ ଲାଗିଲାଣି ପିତା
Devi Prasad Khadiratna · 1 min read · 6.7K reads
ମୋ ରଙ୍କୁଣୀ ଧନ ମୋ ଜୀବନ ଧନ ତୋ ସ୍ୱର୍ଗଦ୍ଵାର କୁ ଚିନ୍ତା । ତୋ କରୁଣା ବିନା ତୋର କୃପା ବିନା ନର ଜନ୍ମ ହେବ ପିତା ।।
Inspirational
ପୁଲୱାମା ପଛର କାହାଣୀ
BISWESWAR MAJHI · 1 min read · 376 reads
ପାକିସ୍ଥାନ ଆମ ଭଗାରୀ ସହଜେ ଚୀନ୍ ତା ପଛରେ ଅଛି ତାଙ୍କ ସଂଗେ ଲଢି ବରବାଦ ହେବା- ଭିତରେ ଶତୃ ଲୁଚିଛି ।
Others
ବନ୍ଧୁତ୍ୱ
Ajita Mishra · 1 min read · 353 reads
ମତ ରଖୁଥିଲ କିଛି କଥା ଭୁଲି ହୁଏ ଆଉ କିଛି ମନେରହିଯାଏ ବୋଧହୁଏ ମତେବି ଭଲ ଲାଗୁଥିଲା ବନ୍ଧୁ ପରି
Abstract
ଭୋକ
Sanuja Meghamala · 1 min read · 195 reads
କିଏ ଅୟସରେ ନିଜ ରୁଚି ଅନୁଯାୟୀ ଖାଇ ଫିଙ୍ଗେ ବଳକା ଖାଦ୍ୟକୁ ଅହଙ୍କାରରେ। ଆଉ କେହି ସେହି ବଳକା ଖାଦ୍ୟକୁ ଗୋଟେଇ ଖାଇ ନିବାରଣ କରି କ୍ଷୁଧାକୁ ବଞ୍ଚାଏ ନିଜ ଜୀବନ ।
Others
ଗଣତନ୍ତ୍ରର ଗଜଲ
CHINMAYEE PRADHAN · 1 min read · 631 reads
ଭାରତର ଆତ୍ମା ଗାଁରେ ରହିଛି ବୋଲି କହୁଥିଲେ ଗାନ୍ଧୀ, ଗାଁର କୃଷକ ବିଷ ପିଏ ଏଠି
Abstract